ରାଜଧାନୀକୁ କରୋନାର ଦ୍ବିତୀୟ ଲହରି ଭୟ: କଟକଣା ଜାରି କଲା ବିଏମ୍‌ସି

ଭୁବନେଶ୍ବର: ରାଜଧାନୀରେ ଏବେ କରୋନା ପୂରା ନିୟନ୍ତ୍ରଣକୁ ଆସିଯାଇଛି। ଏପରିକି ଗତ ସପ୍ତାହେ ହେଲା ଦୈନିକ ୫୦ରୁ ୭୦ ଜଣ ଆକ୍ରାନ୍ତ ଚିହ୍ନଟ ହେଉଛନ୍ତି। ହେଲେ ଆଗକୁ ସ୍ଥିତି ଅଣାୟତ୍ତ ହେବାର ଆ‌ଶଙ୍କା କରିଛି ବିଏମ୍‌ସି। ଭୁବନେଶ୍ବରରେ କରୋନାର ଦ୍ବିତୀୟ ଲହରି ଆସିବାର ଆଶଙ୍କା କରି ବିଏମ୍‌ସି ଏସ୍‌ଓପି ଜାରି କରିଛି। ନଭେମ୍ବର ୨୫ରୁ ରାଜଧାନୀରେ ବିଭିନ୍ନ ପ୍ରକାରର କଟକଣା ଲାଗୁ କରିଛି। ଏବେ କରୋନା ନିୟନ୍ତ୍ରଣକୁ ଆସିଥିବାରୁ ରାଜ୍ୟ … Continue reading ରାଜଧାନୀକୁ କରୋନାର ଦ୍ବିତୀୟ ଲହରି ଭୟ: କଟକଣା ଜାରି କଲା ବିଏମ୍‌ସି